Your browser does not support JavaScript!

G-12, G-14, Plot No-4 CSC, HAF Sector-10, Dwarka 110075 New Delhi IN
जे के पी लिटरेचर
G-12, G-14, Plot No-4 CSC, HAF Sector-10, Dwarka New Delhi, IN
+918588825815 //cdn.storehippo.com/s/61949a48ba23e5af80a5cfdd/621dbb04d3485f1d5934ef35/logo-18-480x480.png" [email protected]
6537c40ec8558d1ec25880a7 ପ୍ରେମ ରସ ସିଦ୍ଧାନ୍ତ //cdn.storehippo.com/s/61949a48ba23e5af80a5cfdd/6537cbc559012d1e9a6d31d9/prs-oriya.jpg

ଏହା ତ ଆପଣମାନେ ଜାଣିଛନ୍ତି ଯେ ବିଶ୍ୱର ପ୍ରତ୍ୟେକ ଜୀବ ଆନନ୍ଦ ହିଁ ଚାହିଁଥାନ୍ତି, କିନ୍ତୁ ସେହି ଆନନ୍ଦ କ'ଣ ଅଟେ ? କେଉଁଠାରେ ଅଛି ? କିପରି ପ୍ରାପ୍ତ ହୋଇପାରିବ ? ଇତ୍ୟାଦି ପ୍ରଶ୍ନର ଠିକ୍-ଠିକ୍ ଉତ୍ତର ଜାଣିନଥିବା କାରଣରୁ ହିଁ ସକଳ ଜୀବ ସେହି ଆନନ୍ଦ-ପ୍ରାପ୍ତିରୁ ଅଦ୍ୟାବଧୂ ବଞ୍ଚିତ ଅଛନ୍ତି । ହିନ୍ଦୁ ଧର୍ମ ଗ୍ରନ୍ଥମାନଙ୍କରେ ଅନେକ ଧର୍ମାଚାର୍ଯ୍ୟ ହୋଇଛନ୍ତି ଏବଂ ସେମାନେ ସ୍ୱ-ସ୍ୱ ଅନୁଭବର ଆଧାର ଉପରେ ଅନେକ ଗ୍ରନ୍ଥ ଲେଖୁଛନ୍ତି, ଯେଉଁଥ‌ିରେ ପରସ୍ପର ବିରୋଧାଭାସ ପରିଲକ୍ଷିତ ହୋଇଥାଏ । ପାଠକ ସେହି ସମସ୍ତ ଗ୍ରନ୍ଥକୁ ଅଧ୍ୟୟନ କରି କୌଣସି ସିଦ୍ଧାନ୍ତରେ ପହଞ୍ଚିପାରେ ନାହିଁ । ଏତିକି ହିଁ ନୁହେଁ, ବରଂ ଆହୁରି ଅଧ୍ବକ ସଂଶୟାତ୍ମା ହୋଇଯାଇଥାଏ ।

ଏହି ‘ପ୍ରେମ ରସ ସିଦ୍ଧାନ୍ତ’ ଗ୍ରନ୍ଥର ପ୍ରମୁଖ ବିଶେଷତା ହେଉଛି ଏହା ଯେ ଉକ୍ତ ଗ୍ରନ୍ଥରେ ସେହି ସମସ୍ତ ପରସ୍ପର ବିରୋଧୀ ସିଦ୍ଧାନ୍ତସବୁର ସୁନ୍ଦର, ସରଳ ଭାଷାରେ ସମନ୍ୱୟ କରାଯାଇଅଛି । ଆଚାର୍ଯ୍ୟଶ୍ରୀ ବେଦ–ଶାସ୍ତ୍ରମାନଙ୍କର ପ୍ରମାଣ ଅତିରିକ୍ତ ଦୈନନ୍ଦିନ ଅନୁଭବ ସବୁର ଉଦାହରଣଗୁଡ଼ିକ ଦ୍ଵାରା ସର୍ବସାଧାରଣଙ୍କର ଲାଭକୁ ଦୃଷ୍ଟିରେ ରଖ୍ ବିଷୟମାନଙ୍କର ନିରୂପଣ କରିଛନ୍ତି । ଏମିତିରେ ତ ଜ୍ଞାନର କୌଣସି ସୀମା ନାହିଁ । ତଥାପି ମଧ୍ୟ ଏହି କ୍ଷୁଦ୍ର ଗ୍ରନ୍ଥରେ ଜୀବର ଚରମ ଲକ୍ଷ୍ୟ, ଜୀବ ଏବଂ ମାୟା ତଥା ଭଗବାନ୍‌ଙ୍କର ସ୍ଵରୂପ, ମହାପୁରୁଷଙ୍କର ପରିଚୟ, କର୍ମ, ଜ୍ଞାନ, ଭକ୍ତି ସାଧନା ଆଦିର ନିରୂପଣ କରାଯାଇଛି, ଯାହା ଜନସାଧାରଣ ସହଜରେ ବୁଝିପାରିବେ । ଏହା ସହିତ ମନର ସମସ୍ତ ଶଙ୍କାର ନିବାରଣ ମଧ୍ୟ ସେମାନେ କରିପାରିବେ ।

ଆଚାର୍ଯ୍ୟ ଶ୍ରୀ ମହାରାଜଜୀଙ୍କର କୌଣସି ବିଶେଷ ସଂପ୍ରଦାୟ ସହିତ ସମ୍ବଦ୍ଧ ନାହିଁ । ଅତଏବ ତାଙ୍କର ଏହି ଗ୍ରନ୍ଥରେ ସମସ୍ତ ଆଚାର୍ଯ୍ୟଗଣଙ୍କର ସମ୍ମାନ କରାଯାଇଛି । ନିରାକାର, ସାକାର ବ୍ରହ୍ମ ଏବଂ ଅବତାର ରହସ୍ୟର ପ୍ରତିପାଦନ ତ ବାସ୍ତବିକ ବିଲକ୍ଷଣ ହିଁ ଅଟେ । ପରିଶେଷରେ କର୍ମଯୋଗ ସଂକ୍ରାନ୍ତୀୟ ପ୍ରତିପାଦନ ଉପରେ ବିଶେଷ ଗୁରୁତ୍ଵ ପ୍ରଦାନ କରାଯାଇଛି, କାରଣ ସଂସାରୀ ମନୁଷ୍ୟ ଯାବତୀୟ ସଂସାରୀ କାର୍ଯ୍ୟ କରିବା ମଧ୍ୟରେ ହିଁ ନିଜର ଲକ୍ଷ୍ୟ ପ୍ରାପ୍ତ କରିବାକୁ ହେବ । ଏହି ଗ୍ରନ୍ଥ ସମ୍ବନ୍ଧରେ ଅଧିକ କ'ଣ ଚର୍ଚ୍ଚା କରାଯାଇପାରିବ, ବାସ୍ ଏକ କ୍ଷୁଦ୍ର କଳସୀ ମଧ୍ୟରେ ବିଶାଳ ସମୁଦ୍ରର ସମାବେଶ ସଦୃଶ ଉକ୍ତ ଗ୍ରନ୍ଥରେ ସଂକ୍ଷେପରେ ସଂପୂର୍ଣ୍ଣ ତତ୍ତ୍ୱଜ୍ଞାନ ଭରିରହିଛି । ଯାହାର ପାତ୍ର ଯେତେ ବଡ଼ ହେବ, ସେ ସେତେ ଅଧିକ ଲାଭାନ୍ୱିତ ହୋଇପାରିବ । ପାଠକ ସମୁଦାୟଙ୍କୁ ବିନମ୍ର ନିବେଦନ ଯେ ସେମାନେ ଏହି ଅଦ୍ୱିତୀୟ ଅମୂଲ୍ୟ ଗ୍ରନ୍ଥକୁ ଥରେ ଅବଶ୍ୟ ପଢ଼ନ୍ତୁ ।

Prem ras siddhant oriya
in stock USD 409
1 1

ପ୍ରେମ ରସ ସିଦ୍ଧାନ୍ତ

दिव्य ज्ञान की अद्भुत व्याख्या
भाषा - उड़िया

$4.9
$7.2   (32%छूट)


विशेषताएं
  • जीवन सार्थक बनाने के लिए सर्वोत्कृष्ट सार्वभौमिक पुस्तक; किसी भी आयु, धर्म एवं जाति के व्यक्ति के लिये
  • लाखों लोगों द्वारा प्रायोगिक पुस्तक जो आपको एक सजग, उद्देश्य पूर्ण एवं तनाव रहित जीवन जीने के लिए विवश कर दे
  • “क्या करना है?” – संपूर्ण जीवन अनंत ग्रंथ और पुस्तकें पढ़ कर भी हम संशयपूर्ण बने रहे और लक्ष्य निश्चित ना कर पाए, उसका सरल स्पष्ट उत्तर
  • “क्यों करना है?” – प्रयोजन ना समझने के कारण हम अभी तक केवल पढ़-सुन ही रहे हैं, इसका समाधान
  • “कैसे करना है?” – पद्धति न जानने के कारण हमारी गाड़ी आगे बढ़ ही नहीं रही है, इसका स्पष्ट मार्गदर्शन
प्रकार विक्रेता मूल्य मात्रा

विवरण

ଏହା ତ ଆପଣମାନେ ଜାଣିଛନ୍ତି ଯେ ବିଶ୍ୱର ପ୍ରତ୍ୟେକ ଜୀବ ଆନନ୍ଦ ହିଁ ଚାହିଁଥାନ୍ତି, କିନ୍ତୁ ସେହି ଆନନ୍ଦ କ'ଣ ଅଟେ ? କେଉଁଠାରେ ଅଛି ? କିପରି ପ୍ରାପ୍ତ ହୋଇପାରିବ ? ଇତ୍ୟାଦି ପ୍ରଶ୍ନର ଠିକ୍-ଠିକ୍ ଉତ୍ତର ଜାଣିନଥିବା କାରଣରୁ ହିଁ ସକଳ ଜୀବ ସେହି ଆନନ୍ଦ-ପ୍ରାପ୍ତିରୁ ଅଦ୍ୟାବଧୂ ବଞ୍ଚିତ ଅଛନ୍ତି । ହିନ୍ଦୁ ଧର୍ମ ଗ୍ରନ୍ଥମାନଙ୍କରେ ଅନେକ ଧର୍ମାଚାର୍ଯ୍ୟ ହୋଇଛନ୍ତି ଏବଂ ସେମାନେ ସ୍ୱ-ସ୍ୱ ଅନୁଭବର ଆଧାର ଉପରେ ଅନେକ ଗ୍ରନ୍ଥ ଲେଖୁଛନ୍ତି, ଯେଉଁଥ‌ିରେ ପରସ୍ପର ବିରୋଧାଭାସ ପରିଲକ୍ଷିତ ହୋଇଥାଏ । ପାଠକ ସେହି ସମସ୍ତ ଗ୍ରନ୍ଥକୁ ଅଧ୍ୟୟନ କରି କୌଣସି ସିଦ୍ଧାନ୍ତରେ ପହଞ୍ଚିପାରେ ନାହିଁ । ଏତିକି ହିଁ ନୁହେଁ, ବରଂ ଆହୁରି ଅଧ୍ବକ ସଂଶୟାତ୍ମା ହୋଇଯାଇଥାଏ ।

ଏହି ‘ପ୍ରେମ ରସ ସିଦ୍ଧାନ୍ତ’ ଗ୍ରନ୍ଥର ପ୍ରମୁଖ ବିଶେଷତା ହେଉଛି ଏହା ଯେ ଉକ୍ତ ଗ୍ରନ୍ଥରେ ସେହି ସମସ୍ତ ପରସ୍ପର ବିରୋଧୀ ସିଦ୍ଧାନ୍ତସବୁର ସୁନ୍ଦର, ସରଳ ଭାଷାରେ ସମନ୍ୱୟ କରାଯାଇଅଛି । ଆଚାର୍ଯ୍ୟଶ୍ରୀ ବେଦ–ଶାସ୍ତ୍ରମାନଙ୍କର ପ୍ରମାଣ ଅତିରିକ୍ତ ଦୈନନ୍ଦିନ ଅନୁଭବ ସବୁର ଉଦାହରଣଗୁଡ଼ିକ ଦ୍ଵାରା ସର୍ବସାଧାରଣଙ୍କର ଲାଭକୁ ଦୃଷ୍ଟିରେ ରଖ୍ ବିଷୟମାନଙ୍କର ନିରୂପଣ କରିଛନ୍ତି । ଏମିତିରେ ତ ଜ୍ଞାନର କୌଣସି ସୀମା ନାହିଁ । ତଥାପି ମଧ୍ୟ ଏହି କ୍ଷୁଦ୍ର ଗ୍ରନ୍ଥରେ ଜୀବର ଚରମ ଲକ୍ଷ୍ୟ, ଜୀବ ଏବଂ ମାୟା ତଥା ଭଗବାନ୍‌ଙ୍କର ସ୍ଵରୂପ, ମହାପୁରୁଷଙ୍କର ପରିଚୟ, କର୍ମ, ଜ୍ଞାନ, ଭକ୍ତି ସାଧନା ଆଦିର ନିରୂପଣ କରାଯାଇଛି, ଯାହା ଜନସାଧାରଣ ସହଜରେ ବୁଝିପାରିବେ । ଏହା ସହିତ ମନର ସମସ୍ତ ଶଙ୍କାର ନିବାରଣ ମଧ୍ୟ ସେମାନେ କରିପାରିବେ ।

ଆଚାର୍ଯ୍ୟ ଶ୍ରୀ ମହାରାଜଜୀଙ୍କର କୌଣସି ବିଶେଷ ସଂପ୍ରଦାୟ ସହିତ ସମ୍ବଦ୍ଧ ନାହିଁ । ଅତଏବ ତାଙ୍କର ଏହି ଗ୍ରନ୍ଥରେ ସମସ୍ତ ଆଚାର୍ଯ୍ୟଗଣଙ୍କର ସମ୍ମାନ କରାଯାଇଛି । ନିରାକାର, ସାକାର ବ୍ରହ୍ମ ଏବଂ ଅବତାର ରହସ୍ୟର ପ୍ରତିପାଦନ ତ ବାସ୍ତବିକ ବିଲକ୍ଷଣ ହିଁ ଅଟେ । ପରିଶେଷରେ କର୍ମଯୋଗ ସଂକ୍ରାନ୍ତୀୟ ପ୍ରତିପାଦନ ଉପରେ ବିଶେଷ ଗୁରୁତ୍ଵ ପ୍ରଦାନ କରାଯାଇଛି, କାରଣ ସଂସାରୀ ମନୁଷ୍ୟ ଯାବତୀୟ ସଂସାରୀ କାର୍ଯ୍ୟ କରିବା ମଧ୍ୟରେ ହିଁ ନିଜର ଲକ୍ଷ୍ୟ ପ୍ରାପ୍ତ କରିବାକୁ ହେବ । ଏହି ଗ୍ରନ୍ଥ ସମ୍ବନ୍ଧରେ ଅଧିକ କ'ଣ ଚର୍ଚ୍ଚା କରାଯାଇପାରିବ, ବାସ୍ ଏକ କ୍ଷୁଦ୍ର କଳସୀ ମଧ୍ୟରେ ବିଶାଳ ସମୁଦ୍ରର ସମାବେଶ ସଦୃଶ ଉକ୍ତ ଗ୍ରନ୍ଥରେ ସଂକ୍ଷେପରେ ସଂପୂର୍ଣ୍ଣ ତତ୍ତ୍ୱଜ୍ଞାନ ଭରିରହିଛି । ଯାହାର ପାତ୍ର ଯେତେ ବଡ଼ ହେବ, ସେ ସେତେ ଅଧିକ ଲାଭାନ୍ୱିତ ହୋଇପାରିବ । ପାଠକ ସମୁଦାୟଙ୍କୁ ବିନମ୍ର ନିବେଦନ ଯେ ସେମାନେ ଏହି ଅଦ୍ୱିତୀୟ ଅମୂଲ୍ୟ ଗ୍ରନ୍ଥକୁ ଥରେ ଅବଶ୍ୟ ପଢ଼ନ୍ତୁ ।

विशेष विवरण

भाषा उड़िया
शैली / रचना-पद्धति सिद्धांत
विषयवस्तु जीवन परिवर्तनकारी, सर्वोत्कृष्ट रचना, स्वयं को जानो, कर्मयोग, भक्तियोग, क्यों और क्या?, अध्यात्म के मूल सिद्धांत, तत्वज्ञान
फॉर्मेट हार्डकवर
वर्गीकरण प्रमुख रचना
लेखक जगद्गुरु श्री कृपालु जी महाराज
प्रकाशक राधा गोविंद समिति
पृष्ठों की संख्या 354
वजन (ग्राम) 510
आकार 15 सेमी X 22.5 सेमी X 2.5 सेमी

पाठकों के रिव्यू

  0/5